Two Terrorist killed

ଶ୍ରୀନଗର: ସେନାକୁ ଆଉ ଏକ ସଫଳତା । ୨ ଆତଙ୍କବାଦୀଙ୍କୁ ସେନା ମାରି ଗଡ଼ାଇଛି । ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ...