ଜାତୀୟ ହାଇଲାଇଟ୍ ସମ୍ବାଦ ଟମାଟୋ ବିକି ମାସକରେ କୋଟିଏ ଟଙ୍କା ରୋଜଗାର କଲେ ଚାଷୀ July 24, 2023 ହାଇଦ୍ରାବାଦ: ଗୋଟିଏ ପଟେ ଟମାଟୋର ଚଢା ଦର ଗ୍ରାହକଙ୍କ ପକେଟ୍ ଖାଲି କରିଦେଉଥିବା ବେଳେ ଆଉ ଗୋଟେ ପଟେ ଚଢାଦରରେ ଟମାଟୋ ବିକି ଚାଷୀ ମାଲାମାଲ୍ ।...