ଓଡ଼ିଶା କରୋନା ମାଛ ଗୋଦାମ୍ ବ୍ୟବସାୟୀ ପଜିଟିଭ ଚିହ୍ନଟ: ଗୋଦାମ୍ ସିଲ୍ କଲା ପ୍ରଶାସନ July 19, 2020 ଖୋର୍ଦ୍ଧା: ଆନ୍ଧ୍ର ଓ ବାଲୁଗାଁ ପଟରୁ ଆସୁଥିବା ମାଛ ଗାଡ଼ି ଉପରେ ଲାଗିଲା କଟକଣା । ବାଲୁଗାଁ ମାଛ ଗୋଦାମକୁ ସାତଦିନ ପାଇଁ ବନ୍ଦ କରିଦିଆଯାଇଛି ।...