ଅନ୍ତର୍ଜାତୀୟ ହାଇଲାଇଟ୍ ସମ୍ବାଦ ତେଲ ଆଭିଭରେ ହମାସର ବଡ ହମ୍ଲା, ମୃତାହତଙ୍କ ସୂଚନା ଅସ୍ପଷ୍ଟ May 27, 2024 ତେଲ ଅଭିଭ: ଇସ୍ରାଏଲ ଉପରେ ହମାସର ବଡ ଧରଣର ହମଲା । ରାଜଧାନୀ ତେଲ ଅଭିଭରେ ହମଲା କରିଛି ହମାସ । ଜାନୁଆରୀ ପରେ ଏହା ବିଗ୍...