ଓଡ଼ିଶା ତାଳଚେରରେ ମିସ୍-୪୨୦: ମିଠା କଥା କହି ଲୁଟୁଥିଲେ,ଏବେ ପୋଲିସ ଜାଲରେ August 8, 2020 ତାଳଚେର: ତାଳଚେର ପୋଲିସ୍ ଗିରଫ କରିଛି ଏମିତି ଜଣେ ସୁନ୍ଦରୀ ୪୨୦ଙ୍କୁ ଯିଏ ନିଜ ରୂପ ଜାଲ ଓ ମିଠା କଥାରେ ଫଶେଇ ଲୁଟୁଥିଲେ ଟଙ୍କା ।...