Taecher Death

ଅନୁଗୋଳ: ଏମିତି ବି ଆସେ ମୃତ୍ୟୁ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ସ୍କୁଲରୁ ବିଦାୟ ବଦଳରେ ସଂସାରରୁ ବିଦାୟ ନେଲେ...