sukesh chandrasekghar

ମୁମ୍ବାଇ: ବଢିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ଜ୍ୟାକଲିନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟରେ କରାଯାଇଛି ଚାଞ୍ଚଲ୍ୟକର ଖୁଲାସା। ଜ୍ୟାକଲିନଙ୍କ ଲାଗି ଦଲାଲ...