1 min read ଓଡ଼ିଶା କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା -୨୦୨୫ February 21, 2025 ନନ୍ଦିଘୋଷ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା -୨୦୨୫ । ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏହି ମେଳାର ଆୟୋଜନ କରୁଛନ୍ତି ।...