ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ କାଶୀନଗର ବ୍ଲକ କିତିଙ୍ଗି ଗାଁରେ ଅଜଣା ରୋଗ ଆତଙ୍କ, ଶହେରୁ ଅଧିକ ହେଲେଣି ଆକ୍ରାନ୍ତ August 24, 2025 ନନ୍ଦିଘୋଷ ବ୍ୟୁରୋ : ଅଜଣା ରୋଗ ଆତଙ୍କ । ପ୍ରଥମେ ଜ୍ଵର, ପରେ ଆଣ୍ଠୁଗଣ୍ଠି ଦରଜ । ଶରୀର ଦୁର୍ବଳ ହେବା ସହ ଚାଲିବା ହୋଇପଡୁଛି କଷ୍ଟକର...