ଓଡ଼ିଶା ପାଳିକିଆ ପାଇଁ ପର କଲେ ପୁଅ, ସ୍କୁଲ୍ ବାରଣ୍ଡାରେ କଟୁଛି ବୃଦ୍ଧ ବାପାର ଦିନରାତି November 9, 2021 ଯାଜପୁର: ପରିଣତ ବୟସରେ ଅଲୋଡ଼ା ହୋଇ ଜନ୍ମ କଲା ବାପା । ସବୁ ସମ୍ପର୍କ କାଟି ଘରୁ ତଡ଼ି ଦେଇଛନ୍ତି ପୁଅବୋହୂ । ବଳ ବୟସ ଚାଲିଗଲାଣି...