ଓଡ଼ିଶା ତାଜା ଖବର ମୁଖ୍ୟ ଖବର ମାଟି ଚୋରିକୁ ବିରୋଧ କରିବାରୁ ହାଣିଦେଲେ ମାଟି ମାଫିଆ: ବିଳମ୍ବିତ ରାତିରେ ହେଉଥିଲା ମାଟି ଚୋରି April 8, 2025 ବାଲିପାଟଣା: ମାଟି ଚୋରିକୁ ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ହାଣି ଦେଇଛନ୍ତି ମାଟି ମାଫିଆ । ଏଥିରେ ୩ ଜଣ ଯୁବକ ଗୁରୁତର ହୋଇ ପ୍ରଥମେ...