ଓଡ଼ିଶା ହାଇଲାଇଟ୍ ସମ୍ବାଦ ଗୋମାଂସ ବିକ୍ରି ଅଭିଯୋଗ ପରେ ପୁରୀର ଆଉ ଏକ ମଟନ୍ ଦୋକାନ ସିଲ୍ March 9, 2025 ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀ ଜୟା ହୋଟେଲ ପରେ ଏବେ ପୁରୀର ଶେଖ ବାବୁ ମଟନ ସପ୍ ସିଲ୍ । ଏଠାରେର ଗୋମାଂସ ବିକ୍ରି ଅଭିଯୋଗ...