Shree Mandira Parikrama Prakalapa

ପୁରୀ: ସଜେଇ ହେଲାଣି ଶ୍ରୀକ୍ଷେତ୍ର । ଝଟକିଲାଣି ବଡ଼ଦାଣ୍ଡ । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ...