1 min read ଜାତୀୟ ହାଇଲାଇଟ୍ ସମ୍ବାଦ ଭାରତୀୟ ମାର୍କେଟରେ ବଡ଼ ବିପର୍ଯ୍ୟୟ, ନିବେଶକ ହରାଇଲେ ୫ ଲକ୍ଷ କୋଟି ଟଙ୍କା September 6, 2024 ମୁମ୍ବାଇ: ଭାରତୀୟ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ। ସେନସେକ୍ସ ୧୧ ଶହ ପଏଣ୍ଟ ଖସିଥିବା ବେଳେ ନିଫଟି ୨୪ ହଜାର ୯ ଶହ ପଏଣ୍ଟ ତଳକୁ ଖସିଛି।...