ଓଡ଼ିଶା କରୋନା ମୁଖ୍ୟ ଖବର ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା: ଆବଶ୍ୟକସ୍ଥଳେ ଦୈନିକ ୨୦ ହଜାର ଟେଷ୍ଟିଂ କରାଯାଉଛି July 30, 2020 ଭୁବନେଶ୍ୱର: ଗତ ୪ ମାସ ମଧ୍ୟରେ ରାଜ୍ୟରେ ଟେଷ୍ଟିଂ ପରିମାଣ ବଢ଼ିଛି । ଏଯାବତ୍ ରାଜ୍ୟରେ ମୋଟ୍ ୫ ଲକ୍ଷ କରୋନା ଟେଷ୍ଟିଂ ହୋଇସାରିଛି । ପ୍ରଥମ...