1 min read ଜାତୀୟ ତାଜା ଖବର ମୁଖ୍ୟ ଖବର ମଣିପୁରରେ ଶାନ୍ତି ପ୍ରକ୍ରିୟା: ଗଚ୍ଛିତ ଥିବା ଅସ୍ତ୍ରଶସ୍ତ୍ର ୭ ଦିନ ମଧ୍ୟରେ ସମର୍ପି ଦେବା ଲାଗି ରାଜ୍ୟପାଳଙ୍କ ନିର୍ଦ୍ଦେଶ February 21, 2025 ନନ୍ଦିଘୋଷ ବ୍ୟୁରୋ : ମଣିପୁରରେ ଶାନ୍ତି ପ୍ରକ୍ରିୟା ଲାଗି ଆଉ ପାଦେ । ୭ ଦିନ ମଧ୍ୟରେ ନିଜ ନିଜ ନିକଟରେ ବେଆଇନ ଭାବେ ଥିବା ଅସ୍ତ୍ରଶସ୍ତ୍ର...