Sarpancha firing

ବୌଦ୍ଧ: କଣ୍ଟାମାଳ କଷୁରବନ୍ଧ ଗାଁରେ ସରପଞ୍ଚଙ୍କ ଉନ୍ମତ୍ତକାଣ୍ଡ। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି ମାରିଲେ ସରପଞ୍ଚ। ଗୁଳିମାଡ଼ରେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ ଗୁରୁତର ହୋଇଛନ୍ତି ।...