#sambalpur #loot #arrested

ସମ୍ବଲପୁର କୁଚିଣ୍ଡାରେ ଧରାପଡ଼ିଲେ ବଣ୍ଟି ବବଲି। ସର୍ଭେ ବାହାନାରେ ଲୁଟୁଥିଲେ ଟଙ୍କା ଓ ସୁନା। ୨ ଲୁଟେରାଙ୍କୁ ଧରିଛି ପୋଲିସ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ...