1 min read ଓଡ଼ିଶା ମୁଖ୍ୟ ଖବର ସରକାରଙ୍କ ଅତିରିକ୍ତ ବଜେଟର ଫୋକସରେ ‘ମୋ ସରକାର’ November 13, 2019 ଭୁବନେଶ୍ୱର : ବିଧାନସଭାରେ ଆଗତ ହୋଇଛି ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ । ବଜେଟର ମୋଟ୍ ବ୍ୟୟ ବରାଦ ହେଉଛି ୮,୧୨୬ କୋଟି ୩୨ ଲକ୍ଷ...