ଓଡ଼ିଶା ତାଜା ଖବର ମୁଖ୍ୟ ଖବର ରିଏଲ ଇଷ୍ଟେଟ ମାମଲାର ଦ୍ବନ୍ଦ୍ବ ଦୂର କରିବ ରେବା February 16, 2025 ଭୁବନେଶ୍ବର: ସହରାଞ୍ଚଳରେ ଘର ଖଣ୍ଡିଏ କରିବାକୁ ଲୋକଙ୍କ ଆଗ୍ରହ ବଢୁଛି । ଏହା ସହିତ ରିଏଲ ଇଷ୍ଟେଟ କାରବାରରେ ଆଇନଗତ ମାମଲା ମଧ୍ୟ ବଢି ଚାଲିଛି ।...