rain water

ବାଲେଶ୍ବର: ଉତ୍ତର ଓଡିଶାରେ  ପ୍ରବଳ ବର୍ଷା। ଏତେ ବର୍ଷା ଯେ, ବାଲେଶ୍ବରରେ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ପାଣି। ନୂଆସାହି ଅଞ୍ଚଳରେ ସ୍ଥିତି ସାଂଘାତିକ। ଲଗାଣ ବର୍ଷା...