pyaris para olympic gold

ପ୍ୟାରିସ: ପାରା ଅଲିମ୍ପିକ୍ସରେ ଭାରତର ବାଜିମାତ୍। ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ୨ଟି ପଦକ। ପୁରୁଷ ହାଇଜମ୍ପ ଇଭେଣ୍ଟରେ ରୌପ୍ୟପଦକ ଜିତିଲେ ନିଷାଦ କୁମାର। ୨.୦୪...