ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି...
#puri #rathayatra #jagannathtemple
ପୁରୀ : ଆଜି ସକାଳ ସାଢେ ୯ ଟାରୁ ପୁଣି ଚାଲିବ ରଥଟଣା। ଗତକାଲି ସଂଧ୍ୟା ୭ଟା ୪୧ରେ ରଥଟଣା ବନ୍ଦ ହୋଇଥିଲା। ବଳଗଣ୍ଡି ଛକରେ ଅଟକିଥିଲା...