ଓଡ଼ିଶା ଜୟ ଜଗନ୍ନାଥ ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଆଜି ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି June 22, 2023 ପୁରୀ : ରତ୍ନ ସିଂହାସନ ଛାଡ଼ି ଶରଧାବାଲିରେ କାଳିଆ ସାଆନ୍ତ। ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ। ରଥ ଉପରେ ଦର୍ଶନ ନେଉଛନ୍ତି ଶ୍ରୀଜିଉ । ଆଜି...