puri rath work

ପୁରୀ: ପହଞ୍ଚିଲା ୩ କୁଇଣ୍ଟାଲ ବାସୁଙ୍ଗା ପାଟ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ବାସୁଙ୍ଗା ପାଟ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବାସୁଙ୍ଗା ପାଟ ପହଞ୍ଚିବା...