ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଲିସବିହୀନ ରାଜନେତା : ନବୀନ November 8, 2024 ଭୁବନେଶ୍ବର : ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଲିସବିହୀନ ରାଜନେତା । ଜଣେ ନିର୍ଭୀକ ସାମ୍ବାଦିକ ଓ ଜଣେ ଜନନାୟକ । ପ୍ରଗତିବାଦୀ ଖବର କାଗଜର...