Prabhash Raj

1 min read

ବାଲେଶ୍ବର: ଭୁବନେଶ୍ବର ସହିଦନଗର ପୋଲିସ କବଜାରେ ଏବେ ନକଲି ଡାକ୍ତର ପ୍ରଭାସ ରାଜ । ବାଲେଶ୍ବରରୁ ଏହି ଷଷ୍ଠରୁ ନଷ୍ଟ ଯୁବକକୁ ଗିରଫ କରିଛି କମିଶନରେଟ୍ ପୋଲିସ...