polsara jackal attack

1 min read

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରାରେ ବିଲୁଆ ଆତଙ୍କ। ବିଲୁଆ ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ହାତୀଓଟ, ଜେମାଦେଇପୁର, ପ୍ରାଣପୁରଦେଇପୁର ଗାଁରେ ବିଲୁଆ ଆତଙ୍କ ଖେଳାଇଛି। ଆହତ...