ଅପରାଧ ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଭିଡ଼ ପାଇଁ ବିଷ, ୧୨ କୁକୁରଙ୍କୁ ମାରିଦେଲା ଜଳଖିଆ ଦୋକାନୀ ! September 22, 2021 ଚୌଦ୍ୱାର: ଜଳଖିଆରେ ବିଷ ଦେଇ କୁକୁରଙ୍କୁ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଏମିତି ୧୨ କୁକୁରଙ୍କୁ ଜଳଖିଆରେ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ...