ଓଡ଼ିଶା ମୁଖ୍ୟ ଖବର ଏକତରଫା ପ୍ରେମରୁ ଆକ୍ରମଣ, ପ୍ରେମିକା ଓ ତାଙ୍କ ବାପା ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି December 1, 2019 ଭଦ୍ରକ : କାଲି ଯାଏଁ ଯିଏ ପ୍ରେମିକ ଥିଲା ହଠାତ୍ ପାଲଟିଗଲା ପିଶାଚ । ଯାହାକୁ ବାହା ହେବ ବୋଲି ସ୍ୱପ୍ନ ଦେଖୁଥିଲା, କେତେ କଣ ସଜବାଜ...