ଓଡ଼ିଶା ତାଜା ଖବର ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ April 15, 2025 ନନ୍ଦିଘୋଷ ବ୍ୟୁରୋ: ପାଟୁଆ ଯାତ୍ରା ବେଳେ ଅଘଟଣ। ଡିଜେ ନେଇଗଲା ୨ ଜୀବନ। ଡିଜେ ପ୍ରୋସେସନ ବେଳେ ୧୧ କେଭି ତାର ଲାଗିଯିବାରୁ ୨ ଜଣଙ୍କର ମୃତ୍ୟୁ...