ମନୋରଞ୍ଜନ ବିବାହ କରିବେ ରାଜକୁମାର ରାଓ, ୩ ଦିନ ପରେ ପ୍ରେମିକାଙ୍କ ହାତ ଧରିବେ November 10, 2021 ବିବାହକୁ ଆଉ ମାତ୍ର ତିନି ଦିନ ବାକି । ହାତକୁ ଦି ହାତ ହେବେ ବଲିଉଡ ଅଭିନେତା ରାଜକୁମାର ରାଓ । ରିପୋର୍ଟ ଅନୁସାରେ ଚଣ୍ଡିଗଡ଼ରେ ପାରମ୍ପରିକ...