patha pranta seba kendra

କନ୍ଧମାଳ: କାମରେ ଆସୁନି ପଥପ୍ରାନ୍ତ ସେବା କେନ୍ଦ୍ର। ଆଉ ଆସୁନାହାନ୍ତି ପର୍ଯ୍ୟଟକ କିମ୍ବା ପଥଚାରୀ। ପଥପ୍ରାନ୍ତ କେନ୍ଦ୍ର ପରିସର ପାଲଟିଲାଣି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ। କର୍ମଚାରୀ ପାଉନାହାନ୍ତି...