ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗ March 16, 2025 ଭୁବନେଶ୍ବର : ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗ । ଆଜି ୯୧ ବର୍ଷ ବୟସରେ ଭୁବନେଶ୍ଵର ଖାରବେଳ ନଗର ବାସଭବନରେ ତାଙ୍କର ପରଲୋକ ହୋଇଛି । ସେ...