1 min read ଓଡ଼ିଶା ତାଜା ଖବର ମୁଖ୍ୟ ଖବର ରାଜନୀତି ହାଇଲାଇଟ୍ ସମ୍ବାଦ ଏପ୍ରିଲ ୧୯ ତାରିଖରେ ବିଜୁ ଜନତା ଦଳର ସଭାପତିଙ୍କ ନାଁ ଘୋଷଣା ହେବ April 14, 2025 ଭୁବନେଶ୍ବର: ଏପ୍ରିଲ ୧୭ ସୁଦ୍ଧା ବିଜେଡି ସାଂଗଠନିକ ପଦ ଗୁଡ଼ିକ ପାଇଁ ନାମାଙ୍କନ ଦାଖଲ ଶେଷ ହେବ। ଯଦି ରାଜ୍ୟ ସଭାପତି ପାଇଁ ବି ଜଣେ ମାତ୍ର...