ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ: ଦିନ ୧୨ଟା ଯାଏଁ ଗୃହକାର୍ଯ୍ୟ ମୁଲତବି March 19, 2025 ଭୁବନେଶ୍ବର: ଦିନ ୧୨ଟା ଯାଏଁ ଗୃହ ମୁଲତବି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି । ବିଧାନସଭା ବଜେଟ...