Olympic Games Paris 2024

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ଯାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ଅନୁଷ୍ଠିତ। ଫ୍ରାନସ ରାଜଧାନୀ ପ୍ୟାରିସରେ ଆରମ୍ଭ ହେଉଛି କ୍ରୀଡ଼ାର ଏହି ମହାକୁମ୍ଭ। ଅଲିମ୍ପିକସ ଇତିହାସରେ ପ୍ରଥମଥର ଉଦଘାଟନୀ...