ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ OISFର ଆଉ ୨ ବାଟାଲିୟନ ଖୋଲିବାକୁ ସରକାର ଦେଲେ ନିଷ୍ପତ୍ତି July 23, 2025 ଭୁବନେଶ୍ବର: ଖୋଲିବ OISFର ଆଉ ୨ ବାଟାଲିୟନ । ବାଟାଲିୟନ ଖୋଲିବାକୁ ସରକାର ଦେଲେ ନିଷ୍ପତ୍ତି । ୧୯୪୪ ପଦବୀ ମଂଜୁରୀ କରିଛନ୍ତି ସରକାର । ବିଭିନ୍ନ...