1 min read ଓଡ଼ିଶା ମୁଖ୍ୟ ଖବର ଅବପାତର ରୂପ ନେଲା ଲଘୁଚାପ, ମତ୍ସଜୀବୀଙ୍କୁ ସମୁଦ୍ର ମନା, ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ November 5, 2019 ଭୁବନେଶ୍ୱର: ଓ୍ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ଆଶଙ୍କା ରହିଛି ।...