Odia Film Kagaja Gudi

ଭୁବନେଶ୍ୱର:  ସୁମିତ୍ରା ଏଂଟରଟେନ୍‌ମେଂଟ୍ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋରକାଗଜଗୁଡି’ର ମହୁରତ ହୋଇଯାଇଛି । ଭୁବନେଶ୍ୱର ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ...