OAS Result

ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୨ ଓଏଏସ୍ ରେଜଲ୍ଟ । ପୁଣି ଥରେ ଛାତ୍ରୀଙ୍କ କମାଲ ଦେଖିବାକୁ ମିଳିଛି । ଟପ୍ ଫାଇଭରେ ୩ ଜଣ ମହିଳା ରହିଛନ୍ତି...