ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ରଥଯାତ୍ରା ପୂର୍ବରୁ ପୁରୀରେ NSG ଟିମର ସମୀକ୍ଷା May 6, 2025 ପୁରୀ : କଡ଼ାକଡ଼ି ହେଉଛି ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା । ରଥଯାତ୍ରା ପୂର୍ବରୁ ଯାଞ୍ଚ କଲେ ଏନଏସଜି ଟିମ୍ । ବଡ ଦେଉଳର ଭିତର ଓ ବାହାର...