non hindu entry

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡର ପ୍ରସିଦ୍ଧ ତୀର୍ଥସ୍ଥଳ କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବାକୁ ପ୍ରସ୍ତୁତି ଚାଲିଛି। ଏହି ସୂଚନା ସ୍ଥାନୀୟ ବିଧାୟକ ଆଶା ନୌଟିୟାଲ ଦେଇଛନ୍ତି।...