nikunja leela

ପୁରୀ: ଶ୍ରୀମନ୍ଦିରରେ ଚାଲିଥିବା ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ଅବସରରେ ଆଜି ନିକୁଞ୍ଜ ଲୀଳା ପାଳିତ ହେବ । ସନ୍ଧ୍ୟାଧୂପ ସରିଲା ପରେ ଶ୍ରୀରାମକୃଷ୍ଣ ଆଜ୍ଞାମାଳ ପାଇ ଜଗମୋହନ...