New delhi onion

ନୂଆଦିଲ୍ଲୀ: କନ୍ଦାଉଛି ପିଆଜ । ଲଗାତର ବଢିଚାଲିଛି ପିଆଜ ଦର। ଦୁର୍ଗାପୂଜା ସରିଥିବାବେଳେ ଆଗକୁ ଦୀପାବଳି । ଉତ୍ସବର ମାହୋଲ ଚାଲିଥିବାବେଳେ ପିଆଜ ଦରରେ ଲାଗୁନି ବ୍ରେକ୍...