ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା: ଗୋଟିଏ ଗୋଡ଼ ହରାଇଥିଲେ ବି ହାର ମାନି ନାହାନ୍ତି ମମତା April 14, 2025 ଆନନ୍ଦପୁର: ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଦୁର୍ବାର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ସବୁ ପ୍ରତିବନ୍ଧକକୁ ମାତ ଦେଇ ଜୀବନ...