NEET UG

1 min read

ଭୁବନେଶ୍ବର: ଆଜି ନିଟ୍(UG) ପରୀକ୍ଷା । ଓଡ଼ିଶାର ୨୭ଟି ସହରରେ ୧୨୫ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସାରା ଦେଶରୁ ୨୦ଲକ୍ଷ ୫୯ହଜାର ୬ଜଣ ଦେବେ...