National Pension System

ଭୁବନେଶ୍ୱର: ପଞ୍ଚାୟତସ୍ତରରେ ଭତ୍ତା ପାଉଛନ୍ତି ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ। ୨୦୦୮ରେ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ। ଏଥରେ ୨୮ଲକ୍ଷ ହିତାଧିକାରୀ ରହିଛନ୍ତି।...