monkey squard

ଭୁବନେଶ୍ବର: ମାଙ୍କଡ଼ ମାନଙ୍କ ପ୍ରାଦୁର୍ଭାବର ପ୍ରତିକାର ପାଇଁ ଗଠନ କରାଯାଇଛି ମଙ୍କି ସ୍କ୍ବାର୍ଡ। କ୍ଷୟକ୍ଷତି ନିରୋଧକ ଦଳ ମଧ୍ୟ ପ୍ରତ୍ୟେକ ବନଖଣ୍ଡରେ ମାଙ୍କଡ଼ ଘଉଡ଼ାଇବାରେ ସାହାଯ୍ୟ କରୁଛନ୍ତି...