ଜାତୀୟ ହାଇଲାଇଟ୍ ସମ୍ବାଦ କୋଭିଡ ଟିକା ନିରାପଦ, କ୍ଷତିକାରକ ନୁହେଁ : ଡାକ୍ତର ମୋହିତ ଗୁପ୍ତା July 3, 2025 ନନ୍ଦିଘୋଷ ବ୍ୟୁରୋ: କୋଭିଡ ଟିକା ନିରାପଦ । କ୍ଷତିକାରକ ନୁହେଁ । ଏହା ସୁରକ୍ଷା କବଚ ସଦୃଶ । ଏପରି ଆଶ୍ବସ୍ତିକର ମତାମତ ରଖିଛନ୍ତି ଦିଲ୍ଲୀର ଜି...